ସାଧାରଣ ଜନତାଙ୍କ ସହ ଭୋଟଦାନ ପ୍ରକ୍ରିୟାରେ ସାମିଲ ହେଲେ ବଡ଼ ଚେହେରା : ଭୋଟ ଦେବାକୁ କଲେ ଅପିଲ

Advertisment

କେବଳ ସାଧାରଣ ଭୋଟର ନୁହେଁ ବହୁ ବଡ଼ ଚେହେରା ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର ଓ ଦିଲ୍ଲୀ ଉପରାଜ୍ୟପାଳ ଭୋଟିଂ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି

vote

vote Photograph: (KanakNews )

କନକବ୍ୟୁରୋ :  କେବଳ ସାଧାରଣ ଭୋଟର ନୁହେଁ ବହୁ ବଡ଼ ଚେହେରା ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି , ମୁଖ୍ୟ ନିର୍ବାଚନ କମିଶନର ଓ ଦିଲ୍ଲୀ ଉପରାଜ୍ୟପାଳ ଭୋଟିଂ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି  । 

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼  ଓ ତାଙ୍କ ପତ୍ନୀ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଥିବା ଦେଖିବାକୁ ମିଳିଛି  । ସେହିପରି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ପ୍ରଭେଶ ବର୍ମା ପ୍ରମୁଖ ମତଦାନ କରିଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe