ପେରୁରେ ବାଇଡେନ-ଜିନପିଙ୍ଗଙ୍କ ସାକ୍ଷାତ : ଆମେରିକା ସହ ଏକାଠି କାମ କରିବାକୁ ଚୀନର ସହମତି

Advertisment

ପେରୁରରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ସବୁଠୁ ବଡ କଥା ହେଉଛି ଆମେରିକାର ଆଗାମୀ ତଥା ନୂଆ ପ୍ରଶାସନ ଟ୍ରମ୍ପ ପ୍ରଶାସନ ସହ ଚୀନ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି

Updated On

ଅଦ୍ୟତନ ହୋଇଛି
china a

କନକବ୍ୟୁରୋ : ପେରୁରରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।  ସବୁଠୁ ବଡ କଥା ହେଉଛି ଆମେରିକାର ଆଗାମୀ ତଥା ନୂଆ ପ୍ରଶାସନ ଟ୍ରମ୍ପ ପ୍ରଶାସନ ସହ ଚୀନ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି  ।   ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତବାଇଡେନଙ୍କ ସହ ବୈଠକ ପରେ ଚୀନ ରାଷ୍ଟ୍ରପତି କହିଛନ୍ତି ଆମେରିକା ଓ ଚୀନ ସହମତି ଭିତିରେ କାମ କରିବା କେବଳ ଉଭୟ ଦେଶ ପାଇଁ ଜରୁରୀ ନୁହେଂ ବଂର ବିଶ୍ବ ଓ ମାନବିକତା ପାଇଁ ଆବଶ୍ୟକ ରହିଛି   ।   ଆମେରିକା ସହ କାମ କରିବାକୁ ଚୀନ ଆଗ୍ରହୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe