୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ନୂଆରୂପ ସହ ସ୍ମାର୍ଟ ହେଇଛି ରାଜଧାନୀ

Advertisment

୭୭ ବର୍ଷରେ ପାଦ ଥାପିଲା ରାଜଧାନୀ । ଜନ୍ମଦିନ ପାଳନ କଲା ଭୁବନେଶ୍ବର ।

୭୭ ବର୍ଷରେ ପାଦ ଥାପିଲା ରାଜଧାନୀ । ଜନ୍ମଦିନ ପାଳନ କଲା ଭୁବନେଶ୍ବର ।

ସ୍ମାର୍ଟ ଯେତିକି ସମସ୍ୟା ସେତିକି?

ସ୍ମାର୍ଟ ଯେତିକି ସମସ୍ୟା ସେତିକି? Photograph: (kanakNews)

କନକ ବ୍ୟୁରୋ:  ୭୬ ପୂରି ୭୭ ବର୍ଷରେ ପାଦ ଦେଇଛି ରାଜଧାନୀ ଭୁବନେଶ୍ୱର । ୧୯୪୮ ଏପ୍ରିଲ ୧୩ ତାରିଖରେ ରାଜଧାନୀ ଭୁବନେଶ୍ୱର ଶିଳାନ୍ୟାସ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ । ସେବେର ରାଜଧାନୀ ଓ ଏବେର ରାଜଧାନୀ ମଧ୍ୟରେ ଆକାଶ ପାତାଳ ଫରକ । ଛୋଟିଆ ଭୁବନେଶ୍ୱର ଗାଁ ଏବେ ମହାନଗରରେ ପରିଣତ ହୋଇଛି ।

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe