କନକ ବ୍ୟୁରୋ: ୭୬ ପୂରି ୭୭ ବର୍ଷରେ ପାଦ ଦେଇଛି ରାଜଧାନୀ ଭୁବନେଶ୍ୱର । ୧୯୪୮ ଏପ୍ରିଲ ୧୩ ତାରିଖରେ ରାଜଧାନୀ ଭୁବନେଶ୍ୱର ଶିଳାନ୍ୟାସ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ । ସେବେର ରାଜଧାନୀ ଓ ଏବେର ରାଜଧାନୀ ମଧ୍ୟରେ ଆକାଶ ପାତାଳ ଫରକ । ଛୋଟିଆ ଭୁବନେଶ୍ୱର ଗାଁ ଏବେ ମହାନଗରରେ ପରିଣତ ହୋଇଛି ।
ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/13/mJMYHpqOkugN9c60SBBB.jpg)