ଭୁବନେଶ୍ୱର ରାହାସ ବେହେରା ହତ୍ୟା ମାମଲା; ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ

Advertisment

ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଟିଥିଲା ଅଭିଯୁକ୍ତ ସନାତନ ମୁଣ୍ଡା । IPC ର ଦଫା ୩୦୨ ରେ ମାମଲା ରୁଜୁ କରିଥିଲା ପୁଲିସ ।

ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଟିଥିଲା ଅଭିଯୁକ୍ତ ସନାତନ ମୁଣ୍ଡା । IPC ର ଦଫା ୩୦୨ ରେ ମାମଲା ରୁଜୁ କରିଥିଲା ପୁଲିସ ।

Accused sentenced to 10 years in jail

Photograph: (KanakNews )

କନକ ବ୍ୟୁରୋ : ଭୁବନେଶ୍ୱର ରାହାସ ବେହେରା ହତ୍ୟା ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ । ଅଭିଯୁକ୍ତ ସନାତନ ମୁଣ୍ତାଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ । ଚନ୍ଦ୍ରଶେଖରପୁର ଥାନା ଅଧିନରେ ହୋଇଥିଲା ହତ୍ୟା । ୨୦୨୦ରେ ରାହାସ ବେହେରାଙ୍କୁ କରାଯାଇଥିଲା ହତ୍ୟା ।

ଅତିରିକ୍ତ ଦ୍ଵିତୀୟ ଜିଲ୍ଲା ଓ ଦୌରାଜଜ ବନ୍ଧନା କରଙ୍କ କୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ । ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଟିଥିଲା ଅଭିଯୁକ୍ତ ସନାତନ ମୁଣ୍ଡା । IPC ର ଦଫା ୩୦୨ ରେ ମାମଲା ରୁଜୁ କରିଥିଲା ପୁଲିସ । ୧୨ ସାକ୍ଷୀ, ୧୪ ବଳିଷ୍ଠ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । IPC ୩୦୪ ରେ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe