କନକ ବ୍ୟୁରୋ : ଭୁବନେଶ୍ୱର ରାହାସ ବେହେରା ହତ୍ୟା ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ତ । ଅଭିଯୁକ୍ତ ସନାତନ ମୁଣ୍ତାଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ । ଚନ୍ଦ୍ରଶେଖରପୁର ଥାନା ଅଧିନରେ ହୋଇଥିଲା ହତ୍ୟା । ୨୦୨୦ରେ ରାହାସ ବେହେରାଙ୍କୁ କରାଯାଇଥିଲା ହତ୍ୟା ।
ଅତିରିକ୍ତ ଦ୍ଵିତୀୟ ଜିଲ୍ଲା ଓ ଦୌରାଜଜ ବନ୍ଧନା କରଙ୍କ କୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ । ମଣ୍ଡପ ବସ୍ତି ନିକଟରେ ରାହାସ ବେହେରାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଟିଥିଲା ଅଭିଯୁକ୍ତ ସନାତନ ମୁଣ୍ଡା । IPC ର ଦଫା ୩୦୨ ରେ ମାମଲା ରୁଜୁ କରିଥିଲା ପୁଲିସ । ୧୨ ସାକ୍ଷୀ, ୧୪ ବଳିଷ୍ଠ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । IPC ୩୦୪ ରେ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/31/pR3ugvgmqitB00OAQrAY.jpg)