କୋର୍ଟ ରୁମରେ ପୂର୍ବତନ ଭରତପୁର IIC ; କହିଲେ, ଯେକୌଣସି ଟେଷ୍ଟ ପାଇଁ ମୁଁ ରାଜି
କୋର୍ଟ ରୁମରେ ଭରତୁପର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର । ଦିନକୃଷ୍ଣଙ୍କ ହୋଇପାରେ ବ୍ରେନମ୍ୟାପିଙ୍ଗ, ନାରକୋ ଆଉ ପଲିଗ୍ରାଫ ଟେଷ୍ଟ! ସେ କହିଲେ, ବ୍ରେନମ୍ୟାପିଙ୍ଗ, ନାରକୋ ଆନାଲିସିସ ପାଇଁ ମୁଁ ରାଜି ଅଛି ।