ପୁଣି ଫେରିଲା ଭରତପୁର ମାମଲା ; ମେଜରଙ୍କ ବାନ୍ଧବୀ କଲେ ସାଂଘାତିକ ଅଭିଯୋଗ

Advertisment

ପୁଣି ଫେରିଲା ଭରତପୁରରେ ଯୁବତୀଙ୍କୁ ଅସଦାଚରଣ ମାମଲା । ମେଜରଙ୍କ ବାନ୍ଧବୀ ଆଣିଲେ ସାଙ୍ଗତିକ ଅଭିଯୋଗ ଓ କହିଲେ ନ୍ୟାୟ ନୁହେଁ ବରଂ ପୁଲିସ ଯୋଗୁଁ ମାନସିକ ଚାପ ବଢୁଛି ।

ପୁଣି ଫେରିଲା ଭରତପୁରରେ ଯୁବତୀଙ୍କୁ ଅସଦାଚରଣ ମାମଲା । ମେଜରଙ୍କ ବାନ୍ଧବୀ ଆଣିଲେ ସାଙ୍ଗତିକ ଅଭିଯୋଗ ଓ କହିଲେ ନ୍ୟାୟ ନୁହେଁ ବରଂ ପୁଲିସ ଯୋଗୁଁ ମାନସିକ ଚାପ ବଢୁଛି ।

31

କନକ ବ୍ୟୁରୋ : ବର୍ଷେ ପରେ ବି ଚାର୍ଜସିଟ ଦେଲେନି ,ପୁଣି ଫେରିଲା ଭରତପୁରରେ ଯୁବତୀଙ୍କୁ ଅସଦାଚରଣ ମାମଲା । ମେଜରଙ୍କ ବାନ୍ଧବୀ ଆଣିଲେ ସାଙ୍ଗତିକ ଅଭିଯୋଗ ଓ କହିଲେ ନ୍ୟାୟ ନୁହେଁ ବରଂ ପୁଲିସ ଯୋଗୁଁ ମାନସିକ ଚାପ ବଢୁଛି । ଘଟଣାକୁ ବର୍ଷେ ପୁରି ଯିବା ପରେ ବି କାହିଁକି କୋର୍ଟରେ ଚାର୍ଜସିଟ ଦାଖଲ କରାଯାଉନି ସେନେଇ ପ୍ରଶ୍ନ ଉଠାଇଛନ୍ତି । 

ଏପରିକି ଘଟଣାର ତଦନ୍ତକାରୀ ଅଧିକାରୀ, ତାଙ୍କ ଫୋନକୁ ବ୍ଲକ କରି ଦେଇଥିବା କହିଛନ୍ତି । ସେତେବେଳେ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଆଗକୁ ଆସିଥିଲେ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଗଲା ହେଲେ ବାସ୍ତବରେ ସବୁକିଛି ଓଲଟ ପାଲଟ ଚାଲିଥିବା କହିଛନ୍ତି ଯୁବତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe