କନକ ବ୍ୟୁରୋ : ବର୍ଷେ ପରେ ବି ଚାର୍ଜସିଟ ଦେଲେନି ,ପୁଣି ଫେରିଲା ଭରତପୁରରେ ଯୁବତୀଙ୍କୁ ଅସଦାଚରଣ ମାମଲା । ମେଜରଙ୍କ ବାନ୍ଧବୀ ଆଣିଲେ ସାଙ୍ଗତିକ ଅଭିଯୋଗ ଓ କହିଲେ ନ୍ୟାୟ ନୁହେଁ ବରଂ ପୁଲିସ ଯୋଗୁଁ ମାନସିକ ଚାପ ବଢୁଛି । ଘଟଣାକୁ ବର୍ଷେ ପୁରି ଯିବା ପରେ ବି କାହିଁକି କୋର୍ଟରେ ଚାର୍ଜସିଟ ଦାଖଲ କରାଯାଉନି ସେନେଇ ପ୍ରଶ୍ନ ଉଠାଇଛନ୍ତି ।
ଏପରିକି ଘଟଣାର ତଦନ୍ତକାରୀ ଅଧିକାରୀ, ତାଙ୍କ ଫୋନକୁ ବ୍ଲକ କରି ଦେଇଥିବା କହିଛନ୍ତି । ସେତେବେଳେ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଆଗକୁ ଆସିଥିଲେ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଗଲା ହେଲେ ବାସ୍ତବରେ ସବୁକିଛି ଓଲଟ ପାଲଟ ଚାଲିଥିବା କହିଛନ୍ତି ଯୁବତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/06/31-2025-09-06-13-33-28.jpg)