ହାଇକୋର୍ଟରେ ଭରତପୁର ମାମଲା : ସେନା ଅଧିକାରୀଙ୍କୁ ଉତ୍ତମ ବ୍ୟବହାର ନେଇ ଏସଓପି ଦେଲେ ସରକାର

Advertisment

ଭୁବନେଶ୍ବର ଇନଫୋସିଟି ଥାନା ନିକଟରେ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟଣାର ଯାଞ୍ଚ ଆରମ୍ଭ । ତହସିଲଦାର, ଚନ୍ଦକା ଆର ଆଇ ଓ ଅମିନ ଘଟଣାସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ଭୁବନେଶ୍ବର ଇନଫୋସିଟି ଥାନା ନିକଟରେ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟଣାର ଯାଞ୍ଚ ଆରମ୍ଭ । ତହସିଲଦାର, ଚନ୍ଦକା ଆର ଆଇ ଓ ଅମିନ ଘଟଣାସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି ।

bhartpur 1

କନକବ୍ୟୁରୋ : ମେଜର ଓ ବାନ୍ଧବୀଙ୍କୁ ଦୁବ୍ୟବହାର ଘଟଣାରେ ସରକାରଙ୍କ ବଡ଼ ପଦକ୍ଷେପ। ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର କରିବେ ପୁଲିସ ଅଫିସର ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଏସ୍ଓପି ଜାରି କରିଛନ୍ତି । ସେପଟେ ୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ନୂଆ ଏସଓପି ଜାରି ହୋଇଥିବା ନେଇ ଆଡଭକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି , ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ। ତେବେ ଆସନ୍ତା ମଙ୍ଗଳବାର ପରବର୍ତୀ ଶୁଣାଣୀ ଧାର୍ଯ୍ୟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe