ଏସିଆ କପ୍‌କୁ ନେଇ ଭଜ୍ଜିଙ୍କ କଡ଼ା ପ୍ରତିକ୍ରିୟା, ପାକିସ୍ତାନ-ଭାରତ ମ୍ୟାଚ ନେଇ ବିସିସିଆଇକୁ କଲେ ସମାଲୋଚନା

Advertisment

 ଏସିଆ କପ୍‌କୁ ନେଇ ଭଜ୍ଜିଙ୍କ କଡ଼ା ପ୍ରତିକ୍ରିୟା : କହିଲେ, ଆମ ପରିଚୟ ଆମ ଦେଶ, କ୍ରିକେଟ୍ ଆମ ପାଇଁ ଛୋଟ କଥା ।

 ଏସିଆ କପ୍‌କୁ ନେଇ ଭଜ୍ଜିଙ୍କ କଡ଼ା ପ୍ରତିକ୍ରିୟା : କହିଲେ, ଆମ ପରିଚୟ ଆମ ଦେଶ, କ୍ରିକେଟ୍ ଆମ ପାଇଁ ଛୋଟ କଥା ।

ବିସିସିଆଇକୁ ଭଜ୍ଜିଙ୍କ ସମାଲୋଚନା

ବିସିସିଆଇକୁ ଭଜ୍ଜିଙ୍କ ସମାଲୋଚନା Photograph: (KanakNews)

କନକ ବ୍ୟୁରୋ:  ଏସିଆ କପ୍ ୨୦୨୫ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବିସିସିଆଇର ନୀତିକୁ ହରଭଜନ ସିଂଙ୍କ କଡ଼ା ସମାଲୋଚନା । ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବିସିସିଆଇର ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ହରଭଜନ କହିଛନ୍ତି, ଆମେ ଗୋଟିଏ କ୍ରିକେଟ ମ୍ୟାଚ୍ ଖେଳିବାକୁ ଏଡ଼ାଇ ପାରିବୁ ନାହିଁ । ହରଭଜନଙ୍କ ମତରେ, ରକ୍ତ ଓ ପାଣି ଏକାସାଙ୍ଗରେ ବହିପାରିବ ନାହିଁ । ଆମେ ପାକିସ୍ତାନକୁ ଏତେ ଗୁରୁତ୍ବ କାହିଁକି ଦେବା । କ୍ରିକେଟ ମ୍ୟାଚ୍‌କୁ ଛାଡ଼ିବା ବଡ଼ କଥା ନୁହେଁ ବୋଲି ହରଭଜନ କହିଛନ୍ତି ।
ଭାରତ – ପାକିସ୍ତାନ ମ୍ୟାଚ୍‌ ଉପରେ ହରଭଜନଙ୍କ ଆକ୍ରୋଶ
ଆମର ପରିଚୟ ଆମ ଦେଶ, କ୍ରିକେଟ୍‌ ବହୁତ ଛୋଟ କଥା
ଏସିଆ କପ୍‌ରେ ଭାରତ ପାକିସ୍ତାନ ସହ ନଖେଳିବା ଉଚିତ୍
ଯବାନ ବର୍ଡର ଉପରେ ରହିଛି, ପରିବାରକୁ ଦେଖା କରିପାରୁନାହାନ୍ତି 
ଆଉ ଆମେ କ୍ରିକେଟ୍‌ ଖେଳିବାକୁ ଯିବୁ?
ଏସିଆ କପ୍‌ରେ ଗ୍ରୁପ୍‌ ଏ’ରେ ଭାରତ-ପାକିସ୍ତାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe