କନକବ୍ୟୁରୋ : ଭଦ୍ରକ ରମ୍ଭିଲା ନିକଟରେ ଭଦ୍ରକ କନ୍ୟାକୁମାରୀ -ଦିବ୍ରୁଗଡ ବିବେକ ଏକ୍ସପ୍ରେସରେ ନିଁଆ । ବ୍ରେକ ବାଇଣ୍ଡିଂ ଯୋଗୁଁ ନିଁଆ ଲାଗିଥିବା ସୂଚନା ମିଳିଛି । ଗେଟ କିପର ଦେଖିବା ପରେ ରମ୍ଭିଲା ନିକଟରେ ଅଟକିଥିଲା ଟ୍ରେନ ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନଟି ୨୦ ମିନିଟ ବିଳମ୍ବରେ ଛାଡିଥିଲା । ବର୍ତ୍ତମାନ ସ୍ଥିତି ସୁଧାର ରହିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us