ସରକାରୀ ବାବୁଙ୍କୁ ଜିଲ୍ଲାପାଳଙ୍କ କଡ଼ା ଚେତାବନୀ; କହିଲେ, ଟାଇମ୍‌ରେ ଅଫିସ ଆସ, ନଚେତ...

କର୍ମଚାରୀ ଠିକ୍‌ ସମୟରେ ଅଫିସ ନ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଆସିବାକୁ ଚେତାଇଲେ ଜିଲ୍ଲାପାଳ । ନୋଟିସ୍‌ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କଲେ ।

strict warning to employee

Photograph: (KanakNews)

ସରକାରୀ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ କଡ଼ା ଚେତାବନୀ । କର୍ମଚାରୀ ଠିକ୍‌ ସମୟରେ ଅଫିସ ନ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଆସିବାକୁ ଚେତାଇଲେ ଜିଲ୍ଲାପାଳ । ନୋଟିସ୍‌ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କଲେ । ଅଭ୍ୟାସଗତ ବିଳମ୍ବରେ ଉପସ୍ଥିତି ଛାଡ଼ିବାକୁ କହିଛନ୍ତି । ସକାଳ ୧୦ଟା କିମ୍ବା ତା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି କର୍ମଚାରୀଙ୍କ ୧୦ ମିନିଟ ବିଳମ୍ବକୁ ବିଚାରକୁ ନିଆଯିବ । ଯଦି ୧୦ ମିନିଟରୁ ଆଧିକ ହୁଏ ଅର୍ଥାତ ନିୟମ ଭାଙ୍ଗିଲେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe