ସରକାରୀ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ କଡ଼ା ଚେତାବନୀ । କର୍ମଚାରୀ ଠିକ୍ ସମୟରେ ଅଫିସ ନ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସିବାକୁ ଚେତାଇଲେ ଜିଲ୍ଲାପାଳ । ନୋଟିସ୍ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କଲେ । ଅଭ୍ୟାସଗତ ବିଳମ୍ବରେ ଉପସ୍ଥିତି ଛାଡ଼ିବାକୁ କହିଛନ୍ତି । ସକାଳ ୧୦ଟା କିମ୍ବା ତା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେ ଆହୁରି କହିଛନ୍ତି କର୍ମଚାରୀଙ୍କ ୧୦ ମିନିଟ ବିଳମ୍ବକୁ ବିଚାରକୁ ନିଆଯିବ । ଯଦି ୧୦ ମିନିଟରୁ ଆଧିକ ହୁଏ ଅର୍ଥାତ ନିୟମ ଭାଙ୍ଗିଲେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/28/HynXcTSc6nTkmWT1nKDW.jpg)