êõi\jjji Photograph: (êõi\jjji)
କନକ ବ୍ୟୁରୋ : ସ୍ୱାସ୍ଥ୍ୟ ପାଇଁ ବରଦାନ ବିଟ ରୁଟ। ଆପଣ ଜାଣନ୍ତି କି ପ୍ରତିଦିନ ବିଟ ରୁଟ ରସ ପିଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ? ବିଟ ରୁଟ ଏଭଳି ଏକ ପରିବା ଯାହାର ରସ ଆପଣ ପିଇପାରିବେ। ଯାହା ଆମ ଶରୀରର ଶକ୍ତି ବଜାୟ ରଖିବାରେ ସହ ଶରୀର ପାଇଁ ଏହା ଭଲ ମଧ୍ୟ । ତେବେ ନିତିଦିନିଆ ଖାଦ୍ୟରେ ବିଟ ରୁଟର କେତେ ଆବଶ୍ୟକତା ରହିଛି। ଏନେଇ କଣ କହୁଛନ୍ତି ବିଶେଷଜ୍ଞ। ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚିନ୍ମୟ ମିଶ୍ର
ବିଟ ରୁଟର ଉପକାରିତା
ଭିଟାମିନ୍ରେ ଭରା ବିଟ୍ ରୁଟ୍
ଆଇରନ, ମ୍ୟାଗ୍ନେସିୟମ, ମାଙ୍ଗାନିଜ, ସୋଡିୟମ
ଜିଙ୍କ, ପୋଟାସିୟମ, ସେଲେନିୟମ, ଭିଟାମିନ-ଡି ରହିଛି
ଯାହା ଶରୀର ପାଇଁ ଉପଯୋଗୀ
ବିଟ୍ ରୁଟ୍କୁ ଜୁସ୍ କରି ପିଇପାରିବେ
ନିତିଦିନିଆ ଖାଦ୍ୟରେ ଏହାକୁ ସାମିଲ କରିପାରିବେ
ସାଲାଡ୍ରେ ବିଟ୍ ଖାଇବା ଭଲ
ନିୟମିତ ବିଟ୍ ଖାଇଲେ କ୍ୟାନସରରୁ ମୁକ୍ତି ମିଳିପାରିବ
ବିଟ୍ ରୁଟ୍ ଖାଇବା ଦ୍ୱାରା ଶରୀର ଫିଟ୍ ରୁହେ
ଚେହେରାରେ ଚମକ ମଧ୍ୟ ଆସିଥାଏ
Follow Us