ବ୍ରହ୍ମପୁର ନୌସେନା ଅଧିକାରୀ ନିଖୋଜ ଘଟଣା । ବିଶାଖାପାଟଣା ଇଚ୍ଛାପୁର ଷ୍ଟେସନ୍‌ ସିସିଟିଭିରେ କଏଦ ହେଲା ସୌରଭ ପାତ୍ର ।

Advertisment
455675555

କନକ ବ୍ୟୁରୋ: ବ୍ରହ୍ମପୁରର ନୌସେନା ଅଧିକାରୀ ସୌରଭ ପାତ୍ର ନିଖୋଜ ଘଟଣାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶାଖାପାଟଣା ଇଚ୍ଛାପୁର ଷ୍ଟେସନରେ ସିସିଟିଭିରେ କଏଦ ହୋଇଛନ୍ତି ସୌରଭ ପାତ୍ର । ସିସିଟିଭି କ୍ୟାମେରାରେ ସୌରଭ ଇଚ୍ଛାପୁର ପ୍ଲାଟଫର୍ମ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ରେଳ ଧାରଣା କଡ଼ରୁ ତାଙ୍କର ପରିଚୟ ପତ୍ର ମଧ୍ୟ ଜବତ କରିଛି ପୋଲିସ । ଟ୍ରେନ୍‌ରେ ବିଶାଖାପାଟଣା ଯାଉଥିବା ବେଳେ ଇଚ୍ଛାପୁର ଷ୍ଟେସନ୍‌ରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ସୌରଭଙ୍କୁ ଟ୍ରାକ୍ କରୁଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe