ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା; ମହଙ୍ଗା ପଡ଼ିଲା ରାଗିଙ୍ଗ, ହଷ୍ଟେଲରୁ ବିଦା ହେଲେ ୪ ଛାତ୍ର

Advertisment

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।

Berhampur University

କନକ ବ୍ୟୁରୋ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ୧୩ ଜଣ ଛାତ୍ରଙ୍କୁ ହଜାର ଟଙ୍କା ଜୋରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ଜଣ ଛାତ୍ରଙ୍କୁ ସମୟ ସୀମା ଦିଆଯାଇଛି

ଗତ ୨୧ ତାରିଖରେ ନୂଆ ହଷ୍ଟେଲରୁ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ଯାତନା ଦେବା ସହ ରାଗିଂ କରିଥିଲେ ରାଗିଂ ହୋଇଥିବା ନେଇ ପ୍ରଥମ ବର୍ଷର ଛାତ୍ର ୟୁଜିସିର ଆଣ୍ଟିରାଗିଂ ସେଲରେ ଅଭିଯୋଗ କରିଥିଲେ ଅଭିଯୋଗର ତଦନ୍ତ କରିଥିଲେ ୧୨ ଜଣିଆ ଆଣ୍ଟିରାଗିଂ କମିଟିର ସଦସ୍ୟ ଜଣେ ଡିଏସପି ସିସିଟିଭି ଫୁଟେଜକୁ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ ସୂଚନା ଦେଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe