କନକ ବ୍ୟୁରୋ : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବୈଠକ ବସିବ। ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ।
କାଲିଠୁ ବିଧାନସଭା ଅଧିବେସନ । ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ, ଗୃହ ପରିଚାଳନା ନେଇ ହେବ ଆଲୋଚନା
କାଲିଠୁ ବିଧାନସଭା ଅଧିବେସନ । ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ, ଗୃହ ପରିଚାଳନା ନେଇ ହେବ ଆଲୋଚନା
/kanak/media/media_files/2025/02/12/IvOL0EHKJwa3H1rvUdnd.jpg)