ବିନା ପ୍ଲାଷ୍ଟିକରେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଳାକୃତି । ରାଜଧାନୀରେ ଆୟୋଜିତ ବାଣିଜ୍ୟ ମେଳାରେ ଗ୍ରାହକଙ୍କୁ କଲା ଆକର୍ଷିତ

Advertisment

ଯାହା ଭୁବନେଶ୍ବରରେ ଆୟୋଜିତ ଜାତୀୟ ବାଣିଜ୍ୟ ମେଳାରେ ଦେଖିବାକୁ ମିଳିଛି । ଆଇସ୍କ୍ରିମ୍ କାଠି, କାଚ ବୋତଲ, ମାଟି, ବାଉଁଶ ଓ ସମ୍ବଲପୁରୀ କପଡ଼ା ଓ କଉଡ଼ିରେ କାନଫୁଲ, ପେନଷ୍ଟାଣ୍ଡ, ପାଣି ବୋତଲ, କପ୍ ଭଳି ଘରସଜା ସମାଗ୍ରୀ ତିଆରି କରିଛନ୍ତି ମହିଳା ।  

ବିନା ପ୍ଲାଷ୍ଠିକ୍‌ରେ ସୁନ୍ଦର କଳାକୃତି

ବିନା ପ୍ଲାଷ୍ଠିକ୍‌ରେ ସୁନ୍ଦର କଳାକୃତି Photograph: (Kanak News)

କନକ ବ୍ୟୁରୋ : ଦିନକୁ ଦିନ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ହେଉଛି । ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ତେବେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରିଛନ୍ତି ମହିଳା । ଯାହା ଭୁବନେଶ୍ବରରେ ଆୟୋଜିତ ଜାତୀୟ ବାଣିଜ୍ୟ ମେଳାରେ ଦେଖିବାକୁ ମିଳିଛି । ଆଇସ୍କ୍ରିମ୍ କାଠି, କାଚ ବୋତଲ, ମାଟି, ବାଉଁଶ ଓ ସମ୍ବଲପୁରୀ କପଡ଼ା ଓ କଉଡ଼ିରେ କାନଫୁଲ, ପେନଷ୍ଟାଣ୍ଡ, ପାଣି ବୋତଲ, କପ୍ ଭଳି ଘରସଜା ସମାଗ୍ରୀ ତିଆରି କରିଛନ୍ତି ମହିଳା ।  ମେଳାରେ ପ୍ରଦର୍ଶୀତ ହୋଇଥିବା ଏହି ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼ । ଉଦ୍ୟୋଗୀ ମହିଳାଙ୍କ ଏହି ଷ୍ଟଲରେ ଭଲ ବେପାର ମଧ୍ୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe