ଆଧାର କେନ୍ଦ୍ର କର୍ମଚାରୀଙ୍କୁ ମାଡ । ଭୁବନେଶ୍ୱର ବଡଗଡ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

Advertisment

ସୁଭଦ୍ରା ଭିଡ଼ରେ ପେଶି ହୋଇଗଲେ ଆଧାର ସେବା କେନ୍ଦ୍ର କର୍ମଚାରୀ । ଆଧାର ଲିଙ୍କରେ ସମୟ ଲାଗିବାରୁ ଖାଇବାକୁ ପଡ଼ିଲା ମାଡ଼ । ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଘଟଣା

ସୁଭଦ୍ରା ଭିଡ଼ରେ ପେଶି ହୋଇଗଲେ ଆଧାର ସେବା କେନ୍ଦ୍ର କର୍ମଚାରୀ । ଆଧାର ଲିଙ୍କରେ ସମୟ ଲାଗିବାରୁ ଖାଇବାକୁ ପଡ଼ିଲା ମାଡ଼ । ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଘଟଣା

adhaar

କନକବ୍ୟୁରୋ : ସୁଭଦ୍ରା ଭିଡ଼ରେ ପେଶି ହୋଇଗଲେ ଆଧାର ସେବା କେନ୍ଦ୍ର କର୍ମଚାରୀ । ଆଧାର ଲିଙ୍କ୍‌ରେ ସମୟ ଲାଗିବାରୁ ଖାଇବାକୁ ପଡ଼ିଲା ମାଡ଼ । ଖୋଦ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  ବରଗଡ଼ ଆଧାର ସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ପୂରଣ ଓ ଆଧାର ସଂଶୋଧନ ପାଇଁ ଲାଇନ ଲଗାଇଥିଲେ ଲୋକେ ।

କିନ୍ତୁ ଲିଙ୍କ୍ ଫେଲ ହେବାରୁ ଅଧାର ସଂଶୋଧନରେ ବିଳମ୍ବ ହୋଇଥିଲା । ଅଉ ଏଥିରେ ରାଗି ଯାଇ ଆଧାର କେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଲାଇନରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଦୁଇ ପୁଅ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe