କନକ ବ୍ୟୁରୋ: ଆଗାମୀ ଦୁଲିପ ଟ୍ରଫି ପାଇଁ ଦକ୍ଷିଣାଞ୍ଚଳ ଦଳରେ ଖେଳାଳୀ କେଏଲ ରାହୁଲ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର,ସାଇ ସୁନ୍ଦରର୍ଶନ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସାମିଲ କରାନଯିବାରୁ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି । ଅନ୍ତର୍ଜାତୀୟ ଖେଳ ନହେଉଥିବା ସମରେ ସମସ୍ତ ବିସିଆଇ ଚୁକ୍ତିବନ୍ଧ ଖେଳାଳିମାନେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହି ସର୍ମ୍ପକରେ ବିସିସିଆଇ ସମ୍ପୃକ୍ତ ରାଜ୍ୟ କ୍ରିକେଟ ଆସୋସିଏସକୁ ଚିଠି ଲେଖିଛନ୍ତି । ତେବେ ଦକ୍ଷିଣାଞ୍ଚଳର ଖେଳାଳୀ ତାଲିକା ଘୋଷଣା ହୋଇସାରିଥିବାରୁ ଏବେ ଉପରୋକ୍ତ ଖେଳାଳୀମାନଙ୍କୁ ସାମିଲ କରାଯିବାକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।
ଦୁଲିପ ଟ୍ରଫିରୁ ଅନ୍ତର୍ଜାତୀୟ ଖେଳାଳି ବାଦ୍ ପଡ଼ିବାକୁ ବିସିସିଆଇର ନାପସନ୍ଦ: ରାଜ୍ୟମାନଙ୍କୁ ବୋର୍ଡର ଚିଠି
ଅନ୍ତର୍ଜାତୀୟ ଖେଳ ନହେଉଥିବା ସମରେ ସମସ୍ତ ବିସିଆଇ ଚୁକ୍ତିବନ୍ଧ ଖେଳାଳିମାନେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହି ସର୍ମ୍ପକରେ ବିସିସିଆଇ ସମ୍ପୃକ୍ତ ରାଜ୍ୟ କ୍ରିକେଟ ଆସୋସିଏସକୁ ଚିଠି ଲେଖିଛନ୍ତି ।
/kanak/media/media_files/2025/08/22/60-2025-08-22-20-59-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)