ବାରିପଦାରେ କାଳବୈଶାଖୀର ତାଣ୍ଡବ: ଗଛପଡି ନାବାଳକ ଗୁରୁତର, ଭାଙ୍ଗିଲା ଘର

ପ୍ରଭାବରେ ଭେଲୋରା ପଞ୍ଚାୟତ ଚଣ୍ଡିପୁର ଗ୍ରାମର ପାଦୁ ହାଁସଦାଙ୍କ ଘର ଉପରେ ବିରାଟ କାର ବରଗଛ ଭାଙ୍ଗି ପଡିଥିଲା । ଫଳରେ ପରିବାରର ୫ ଜଣ ସଦସ୍ୟ ଘର ଭିତରେ ରହିଯାଇଥିଲେ । ଗ୍ରାମବାସୀ ପହଞ୍ଚି ଦୁଇ ଘଣ୍ଟା କସରତ କରି ପରିବାର ଲୋକଙ୍କୁ ଘର ଭିତରୁ ବାହାରି କରିଥିଲେ । ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ଘର ଉପରୁ ଗଛ କାଟି ସଫା କରିଛନ୍ତି । ସେପଟେ ପରିବାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

rain 34

Photograph: (kanaknews)

କନକ ବ୍ୟୁରୋ : କାଳବୈଶାଖୀ ଉଜାଡ଼ିଦେଲା ଘର  । ଭାଙ୍ଗିଗଲା ବିରାଟକାୟ ଗଛ । ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଚଣ୍ଡିପୁର ଗ୍ରାମରେ ଅଭାବନୀୟ ଘଟଣା । ଶନିବାର ସନ୍ଧ୍ୟାରେ ହଠାତ୍ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ପ୍ରଭାବରେ ଭେଲୋରା ପଞ୍ଚାୟତ ଚଣ୍ଡିପୁର ଗ୍ରାମର ପାଦୁ ହାଁସଦାଙ୍କ ଘର ଉପରେ ବିରାଟ କାର ବରଗଛ ଭାଙ୍ଗି ପଡିଥିଲା । 

ଫଳରେ ପରିବାରର ୫ ଜଣ ସଦସ୍ୟ ଘର ଭିତରେ ରହିଯାଇଥିଲେ ।  ଗ୍ରାମବାସୀ ପହଞ୍ଚି ଦୁଇ ଘଣ୍ଟା କସରତ କରି ପରିବାର ଲୋକଙ୍କୁ ଘର ଭିତରୁ ବାହାରି କରିଥିଲେ । ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ଘର ଉପରୁ ଗଛ କାଟି ସଫା କରିଛନ୍ତି  ।  ସେପଟେ ପରିବାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe