କନକ ବ୍ୟୁରୋ: ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ । ବଡ଼ଦିନ ଛୁଟି ମନାଇବା ପାଇଁ ଗତ ବର୍ଷ ଠାରୁ ଏଥର ଶ୍ରୀକ୍ଷେତ୍ରରେ ଦୁଇ ଗୁଣା ଅଧିକ ପର୍ୟ୍ୟଟକଙ୍କ ଭିଡ଼ ଜମିଛି । ସେପଟେ ଶ୍ରୀମନ୍ଦିରରେ ଦିନକୁ ଦିନ ବୃଦ୍ଧି ପାଉଛି ଭକ୍ତଙ୍କ ଭିଡ । ଆଉ ସାଧାରଣ ଦିନ ଅପେକ୍ଷା ବଡଦିନ ଏବଂ ଇଂରାଜୀ ନୂଆ ବର୍ଷରେ  ତିନି ଗୁଣା ଭକ୍ତଙ୍କ ଭିଡ ଦେଖିବାକୁ ମିଳିବ ।  ଦର୍ଶନାର୍ଥୀଙ୍କ ଦର୍ଶନ ଲାଗି ମରିଚି କୋଟ ଠାରୁ ସିଂହଦ୍ବାର ପର୍ୟ୍ୟନ୍ତ  ବ୍ୟାରିକେଡ କରାଯାଉଛି ।

Advertisment