କନକ ବ୍ୟୁରୋ : ବରଗଡ଼ରେ ଚାଞ୍ଚଲ୍ୟ , ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗର ଟିକ୍ରାର ଭୀମ ବିଶ୍ବାଳ ବୋଲି ସୂଚନା ମିଳିଛି । ୨ଦିନ ତଳେ ଅତିବିରା ଥାନା ଗୋଡଭଗା ନିକଟ ସତୀଯୋର ପାଖରେ ଟେଲର ମାଷ୍ଟରଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ି ନ ଥିବାବେଳେ ଆଜି ବିଚ୍ ରାସ୍ତାରେ ଆଉ ଏକ ହତ୍ୟାକାଣ୍ଡ ବରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା ; କିଏ ମାରିଲା କାରଣ ଅସ୍ପଷ୍ଟ
ରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା...
/kanak/media/media_files/2025/10/14/32-2025-10-14-11-18-36.jpg)