ବରଗଡ଼ ପାଇକମାଳ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଅଭିଯୁକ୍ତ ଅଟକ ତଦନ୍ତ ଜାରି

ବରଗଡ଼ ପାଇକମାଳ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ରାତି ୩ଟାରେ ପହଞ୍ଚି ମୃତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଷ୍ଟମର୍ଟମ୍ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ଅଦ୍ୟତନ ହୋଇଛି
strike

କନକବ୍ୟୁରୋ : ବରଗଡ଼ ପାଇକମାଳ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ରାତି ୩ଟାରେ ପହଞ୍ଚି ମୃତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟମର୍ଟମ୍ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଗତକାଲି ସୋଢା ନିକଟ ଜଙ୍ଗଲରୁ ୫ ବର୍ଷ ଝିଅର ମୃତଦେହ ଉଦ୍ଧାର ହୋଇଥିଲା ।

ଉଲଗ୍ନ ଅବସ୍ଥାରେ ମୃତଦେହ ଜବତ ହୋଇଥିଲା  ।  ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଛାନଭିନ୍ କରିଛି ।  ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe