ବାରଙ୍ଗ : ଭସାଣିବେଳେ ଦୁଇଗୋଷ୍ଠୀ ବିବାଦ । ଇଟାପଥର ମାଡ କରି ଲୁଟିନେଲେ ଟଙ୍କା

Advertisment

ହୋଟେଲ ଭିତରେ ଆତଙ୍କ ରାଜ। ହୋଟେଲ ଭିତରେ ପଶି ଭଙ୍ଗାରୁଜା। ଇଟା, ପଥର ମାରି ଯାହା ପାଇଲେ ଭାଙ୍ଗିଲେ। କଟକ ବାରଙ୍ଗ ସୀତାରାମ ବଜାର ଛକରେ ଥିବା ଜଳଖିଆ ଦୋକାନରେ ସଂଘବଦ୍ଧ ଆକ୍ରମଣ । ପ୍ରାୟ ଦେଢ଼ଶହରୁ ଅଧିକ ପିଲା ହୋଟେଲରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍ତ୍ତିକେଶ୍ବର ଭସାଣି ସମୟରେ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷକୁ ନେଇ ଭଙ୍ଗାରୁଜା ହୋଇଛି

hangama

କନକବ୍ୟୁରୋ: ହୋଟେଲ ଭିତରେ ଆତଙ୍କ ରାଜ । ହୋଟେଲ ଭିତରେ ପଶି ଭଙ୍ଗାରୁଜା । ଇଟା, ପଥର ମାରି ଯାହା ପାଇଲେ ଭାଙ୍ଗିଲେ । କଟକ ବାରଙ୍ଗ ସୀତାରାମ ବଜାର ଛକରେ ଥିବା ଜଳଖିଆ ଦୋକାନରେ ସଂଘବଦ୍ଧ ଆକ୍ରମଣ ।  ପ୍ରାୟ ଦେଢ଼ଶହରୁ ଅଧିକ ପିଲା ହୋଟେଲରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍ତ୍ତିକେଶ୍ବର ଭସାଣି ସମୟରେ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷକୁ ନେଇ ଭଙ୍ଗାରୁଜା ହୋଇଛି ।  ଗୋଟିଏ ଗୋଷ୍ଠୀର ୨ ପିଲା ଜୀବନ ବଞ୍ଚାଇବାକୁ ଉକ୍ତ ହୋଟେଲରେ ଲୁଚିଥିଲେ। ହୋଟେଲରେ ସେମାନଙ୍କୁ ନପାଇ ଭଙ୍ଗାରୁଜା କରିଛନ୍ତି ଅନ୍ୟ ଗୋଷ୍ଠୀର ପିଲା । ଦୋକାନରେ ଭଙ୍ଗାରୁଜା ସହ, ହୋଟେଲରେ ଥିବା ଏକ ନାବାଳାକକୁ ମଧ୍ୟ ମାଡ଼ ମାରି ଧମକାଇଛନ୍ତି । ଏଠାରେ ଏକ ବଡ଼ କଥା, ଏମାନେ ସେହି ଗୋଷ୍ଠୀ । ଯେଉଁମାନେ କାର୍ତ୍ତିକେଶ୍ବର ଭସାଣି ପାଇଁ ଆମ୍ବୁଲାନ୍ସକୁ ବାଟ ଦେଇନଥିଲେ । 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe