ନିୟମ ଭାଙ୍ଗିବାରୁ ରାଜଧାନୀରେ ସିଲ୍‌ ହେଲା ବାର୍ : ୩ଦିନ ପାଇଁ ବାରକୁ ବନ୍ଦ କଲା ଅବକାରୀ ବିଭାଗ

ନିୟମ ଉଲ୍ଲଂଘନ କରିବାରୁ ହେଲା କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ଭୁବନେଶ୍ୱର ସହିଦ ନଗରରେ ଥିବା ହେଡକ୍ବାର୍ଟର ବାର୍ । ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବାରକୁ ସିଲ୍‌ କରିଛି । ଏହି ବାର ବିଳମ୍ବିତ ରାତି ଯାଏ ଚାଲୁଥିବା ବେଳେ ଜମୁଥିଲା ମଦ ମାଂସର ଆସର

up 2

କନକବ୍ୟୁରୋ :  ନିୟମ ଉଲ୍ଲଂଘନ କରିବାରୁ ହେଲା କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ଭୁବନେଶ୍ୱର ସହିଦ ନଗରରେ ଥିବା ହେଡକ୍ବାର୍ଟର ବାର୍ । ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବାରକୁ ସିଲ୍‌ କରିଛି ।  ଏହି ବାର ବିଳମ୍ବିତ ରାତି ଯାଏ ଚାଲୁଥିବା ବେଳେ ଜମୁଥିଲା ମଦ ମାଂସର ଆସର । ରାତି ସାଢ଼େ ଗୋଟାଏ ଯାଏ ବାର ଖୋଲିବାକୁ ଅନୁମତି ଥିବା ବେଳେ ଏହି ବାର ଭୋର ୪ଟା ଯାଏ ଖୋଲା ରହୁଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ସେହି ଆଧାରରେ ବାରରେ ଚଢ଼ାଉ କରି ୩ ଦିନ ପାଇଁ ଏହାକୁ ବନ୍ଦ କରାଯାଇଥିବା କହିଛନ୍ତି ଅବକାରୀ ବିଭାଗ ଡିଏସପି ଆରିୟା ସଭ୍ୟତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe