ସୋସିଆଲ ମିଡିଆରେ ଅନୁଭବଙ୍କ ଆହ୍ବାନ : ମିଛ ଅଭିଯୋଗ ନୁହେଁ ଖୋଲା ବିତର୍କ ପାଇଁ ହୁଅ ପ୍ରସ୍ତୁତ

Advertisment

ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା  ।  ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି   । 

ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା  ।  ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି   । 

ୱୋୀେୋ

ୱୋୀେୋ Photograph: (ୱୋୀେୋ )

କନକବ୍ୟୁରୋ :  ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା  ।  ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି   ।   ସେହି ଫିଲ୍ମ ଜରିଆରେ ତାଙ୍କ ବିରୋଧରେ ବର୍ଷା ମିଛ ଅଭିଯୋଗ ଆଣିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି   ।   ଏଥିସହ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବ ମହାନ୍ତି ଆହ୍ୱାନ ଦେଇଛନ୍ତି  ।  ଆଗକୁ ଲେଖିଛନ୍ତି କୋର୍ଟରେ ଛାଡପତ୍ର ବିବାଦରେ ତାଙ୍କର ବିଜୟ ହୋଇସାରିଛି  ।  ତେଣୁ ପୁଣି ଦାମ୍ପତ୍ୟ କଳହକୁ ନେଇ ବିବାଦ ନକରିବାକୁ ପରାମର୍ଶ ଦେଇଛନ୍ତି ଅନୁଭବ ମହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe