ବାଂଲାଦେଶରେ ହିନ୍ଦୁ ଓ ଭାରତୀୟ ଦୂତାବାସ ଆକ୍ରମଣ ପରେ ବଢ଼ୁଛି ତିକ୍ତତା, ଚେତାବନୀ ଦେଲା ଋଷ, ୟୁନୁସ ସରକାରଙ୍କୁ ଦାୟୀ କଲେ ହସିନା

Advertisment

ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଉଭୟ ଭାରତ ସହ ବିଗିଡିଛି ବାଂଲାଦେଶର ସମ୍ପର୍କ । ଏହା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।

ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଉଭୟ ଭାରତ ସହ ବିଗିଡିଛି ବାଂଲାଦେଶର ସମ୍ପର୍କ । ଏହା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।

bangladesh

କନକ ବ୍ୟୁରୋ :  ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ, ମୁହଁ ଖୋଳିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତର ଉତ୍ତର-ପୂର୍ବ ଓ ଚିକେନ ନେକ କରିଡରକୁ ନେଇ ହେଉଥିବା ବୟାନବାଜି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ଓସମାନ ହାଦୀକୁ ହତ୍ୟା ଓ ହିନ୍ଦୁ ଯୁବକଙ୍କୁ ବିଭତ୍ସଭାବେ ହତ୍ୟା କରାଯିବା ପରେ ବାଂଲଦେଶ ଜଳୁଛି ।

ଅଧିକ ପଢ଼ନ୍ତୁ : ‘ସରକାର ଆଇନଶୃଙ୍ଖଳା ରକ୍ଷାରେ ଅକ୍ଷମ’: ବାଂଲାଦେଶ ସରକାରଙ୍କୁ କଡ଼ା ନିନ୍ଦା କଲେ ଶେଖ୍ ହସିନା

ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଉଭୟ ଭାରତ ସହ ବିଗିଡିଛି ବାଂଲାଦେଶର ସମ୍ପର୍କ । ଏହା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।

ହିନ୍ଦୁଙ୍କୁ ଆକ୍ରମଣ, ୟୁନୁସ୍ ଦାୟୀ !

  • ବାଂଲାଦେଶରେ ବିଗୁଡ଼ୁଥିବା ସ୍ଥିତି ପାଇଁ ଅନ୍ତରୀଣ ୟୁନୁସ୍ ସରକାର ଦାୟୀ
  • ତାଙ୍କ ଇସାରାରେ ହିନ୍ଦୁଙ୍କୁ ଆକ୍ରମଣ ଓ ଅତ୍ୟାଚାର କରାଯାଉଛି
  • ୟୁନୁସଙ୍କ ଛତ୍ରଛାୟାରେ ବଢ଼ୁଛି ଉଗ୍ରବାଦୀ ଗତିବିଧି
  • କଠୋରପନ୍ଥୀଙ୍କ ବଳ ସାଜିଛନ୍ତି ୟୁନୁସ୍
  • ସଜା କାଟୁଥିବା ଉଗ୍ରବାଦୀଙ୍କୁ ମୁକ୍ତ କରାଯାଇଛି
  • ଦକ୍ଷିଣ ଏସିଆ ପାଇଁ ବିପଦ ବଢ଼ୁଛି
  • ୟୁନୁସଙ୍କ ନୀତି ପାଇଁ ବିଗୁଡ଼ୁଛି ଆଇନଶୃଙ୍ଖଳା ପରିସ୍ଥିତି
  • ଚିକେନ୍‌ ନେକକୁ ନେଇ ଭାରତକୁ ବାରମ୍ବାର ଧମକ ଦେବା ଉଚିତ ନୁହେଁ
  • ୟୁନୁସଙ୍କ ହାତରେ ଅସୁରକ୍ଷିତ ବାଂଲାଦେଶ

ହସିନା  ଆଶା ବ୍ୟକ୍ତ କରିଛନ୍ତି ଯେ ଏଥରକ ନିର୍ବାଚନରେ ଦେଶହିତ ସରକାର ଗଠନ ହେବ ଓ ବାଂଲାଦେଶକୁ ଶାନ୍ତି ଫେରିବ । ଜୁଲାଇ ମାସରେ ଛାତ୍ର ଆନ୍ଦୋଳନ ତାତି ଭିତରେ ଜଳିଥିଲା ବାଂଲାଦେଶ ଓ ଦେଶ ଛାଡି ବତ୍ତର୍ମାନ ଭାରତରେ ଆଶ୍ରୟ ନେଇଛନ୍ତି ହସିନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe