କନକ ବ୍ୟୁରୋ: କ୍ୱେଟାରେ ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ ଥିବା ଜଣାପଡିବା ପରେ ପାକ ସରକାରଙ୍କୁ ଭୟ ଘାରିଛି । କାରଣ ବଲୁଚିସ୍ତାନକୁ ପାକିସ୍ତାନଠୁ ସ୍ବାଧୀନ କରିବାକୁ ଲଢ଼ୁଛି ବଲୁଚ ଲିବରେସନ ଆର୍ମି । ସେପଟେ ରେଳଷ୍ଟେସନ ବିସ୍ଫୋରଣରେ ୩୮ଜଣଙ୍କ ମୃତ୍ୟ ହେବା ୯୦ ଜଣ ଆହାତ ହୋଇଛନ୍ତି । ରେଳ ଷ୍ଟେସନରେ ବଡ ଧରଣର ଆତ୍ମଘାତୀ ବିସ୍ପୋରଣ ଘଟିଥିଲା । ବଲୋଚ ବିଚ୍ଛିନ୍ନତାବାଦୀ ସଙ୍ଗଠନ ବିଏଲଏ ଦ୍ୱାରା ଦାବି କରାଯାଉଥିବା କ୍ୱେଟାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ସାମରିକ ମୃତ୍ୟୁ ଦୃଷ୍ଟିରୁ ପାକିସ୍ତାନ ସେନା ଇତିହାସରେ ଦ୍ୱିତୀୟ ଭୟଙ୍କର ଆତ୍ମଘାତୀ ଆକ୍ରମଣ ଭାବେ ପରିଗଣିତ ହୋଇଛି ।
ଭୟଭିତ ପାକ ସରକାର ; ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ
କ୍ୱେଟାରେ ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ ଥିବା ଜଣାପଡିବା ପରେ ପାକ ସରକାରଙ୍କୁ ଭୟ ଘାରିଛି । କାରଣ ବଲୁଚିସ୍ତାନକୁ ପାକିସ୍ତାନଠୁ ସ୍ବାଧୀନ କରିବାକୁ ଲଢ଼ୁଛି ବଲୁଚ ଲିବରେସନ ଆର୍ମି ।