କନକ ବ୍ୟୁରୋ: କ୍ୱେଟାରେ ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ ଥିବା ଜଣାପଡିବା ପରେ ପାକ ସରକାରଙ୍କୁ ଭୟ ଘାରିଛି । କାରଣ ବଲୁଚିସ୍ତାନକୁ ପାକିସ୍ତାନଠୁ ସ୍ବାଧୀନ କରିବାକୁ ଲଢ଼ୁଛି ବଲୁଚ ଲିବରେସନ ଆର୍ମି । ସେପଟେ ରେଳଷ୍ଟେସନ ବିସ୍ଫୋରଣରେ ୩୮ଜଣଙ୍କ ମୃତ୍ୟ ହେବା ୯୦ ଜଣ ଆହାତ ହୋଇଛନ୍ତି । ରେଳ ଷ୍ଟେସନରେ ବଡ ଧରଣର ଆତ୍ମଘାତୀ ବିସ୍ପୋରଣ ଘଟିଥିଲା । ବଲୋଚ ବିଚ୍ଛିନ୍ନତାବାଦୀ ସଙ୍ଗଠନ ବିଏଲଏ ଦ୍ୱାରା ଦାବି କରାଯାଉଥିବା କ୍ୱେଟାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ସାମରିକ ମୃତ୍ୟୁ ଦୃଷ୍ଟିରୁ ପାକିସ୍ତାନ ସେନା ଇତିହାସରେ ଦ୍ୱିତୀୟ ଭୟଙ୍କର ଆତ୍ମଘାତୀ ଆକ୍ରମଣ ଭାବେ ପରିଗଣିତ ହୋଇଛି ।
ଭୟଭିତ ପାକ ସରକାର ; ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ
କ୍ୱେଟାରେ ଭୟଙ୍କର ବିସ୍ଫୋରଣ ପଛରେ ବଲୁଚ ଲିବରେସନ ଆର୍ମିର ହାତ ଥିବା ଜଣାପଡିବା ପରେ ପାକ ସରକାରଙ୍କୁ ଭୟ ଘାରିଛି । କାରଣ ବଲୁଚିସ୍ତାନକୁ ପାକିସ୍ତାନଠୁ ସ୍ବାଧୀନ କରିବାକୁ ଲଢ଼ୁଛି ବଲୁଚ ଲିବରେସନ ଆର୍ମି ।
/kanak/media/media_files/2024/11/10/6GFVtUN5dxu6HfFBTNsR.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)