ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବ ମାନ୍ୟତା; ତାରକା ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀଙ୍କ ସୂଚନା

ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବର ମାନ୍ୟତା । ବିଧାନସଭାରେ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । କୌଣସି ପର୍ବ,ଉତ୍ସବ କିମ୍ବା ମେଳାକୁ ଜାତୀୟ ମାନ୍ୟତା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ ।

06ୋନାପୁବି

Photograph: (kanakNews)

କନକ ବ୍ୟୁରୋ : ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବର ମାନ୍ୟତା । ବିଧାନସଭାରେ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । କୌଣସି ପର୍ବ,ଉତ୍ସବ କିମ୍ବା ମେଳାକୁ ଜାତୀୟ ମାନ୍ୟତା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ । ତେବେ କଟକ ଏବଂ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏକ ସର୍ବପୁରାତନ ଅଂଶ ଐତିହାସିକ ବାଲିଯାତ୍ରା । ତେଣୁ କଟକ ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ପାଇଁ ଦାବି ହୋଇଆସୁଛି । କିନ୍ତୁ ମନ୍ତ୍ରୀଙ୍କ ଏହି ଉତ୍ତର ପରେ ଏବେ ନିରୁତ୍ସାହିତ ହୋଛନ୍ତି କଟକ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe