କନକ ବ୍ୟୁରୋ: ବାଲେଶ୍ୱର ବାମପଦା ଡାଲମିଆ ଭାରତ ସମ୍ମୁଖରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ । କମ୍ପାନୀର ୨୦୦ ମିଟର ପରିଧି ମଧ୍ୟରେ ୧୬୩ ଧାରା ଜାରି କରାଯାଇଛି । ବିଭିନ୍ନ ଦାବି ନେଇ ୩ମାସରୁ ଅଧିକ ସମୟ ହେବ ୨ହଜାରରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ପ୍ରତିବାଦ କରୁଥିଲେ । ପ୍ରଶାସନ ପକ୍ଷରୁ ଆନ୍ଦୋଳନରୁ ଓହରିବା ପାଇଁ ବାରମ୍ବାର ଅପିଲ ସତ୍ବେ ଉଠିନଥିଲେ ପ୍ରତିବାଦକାରୀ । ଶେଷରେ ଆଜି ଏମାନଙ୍କୁ ପୁଲିସ ଧାରଣାସ୍ଥଳରୁ ଉଠାଇନେଇଥିବା ଦେଖିବାକୁ ମିଳିଛି ।
ସିମେଣ୍ଟ କମ୍ପାନୀ ଆଗରେ ୧୬୩ ଧାରା ଜାରି । ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ ।
ବାଲେଶ୍ବର ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ଆଗରେ ୧୬୩ ଧାରା ଜାରି । ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ । ୩ ମାସ ହେବ ଧାରଣା ଦେଇଥିଲେ ୨ ହଜାରରୁ ଅଧିକ ଆନ୍ଦୋଳନକାରୀ ।
/kanak/media/media_files/2025/03/02/uqehEtg6gQsp0oZ9p6RL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)