ବାଲେଶ୍ୱର : ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Advertisment

ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ ।

ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ ।

=8

କନକବ୍ୟୁରୋ : ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ଓଡି 01aw2632 ଲକ୍ଷ୍ମୀ ବସ ବସଷ୍ଟାଣ୍ଡ ଯାଉଥିବା ସମୟରେ ବ୍ରିଜ ତଳକୁ ଖସି ପଡ଼ି ଝୁଲି ରହିଥିଲା । 

ବସର ଗୋଟିଏ ପାର୍ଶ୍ବ ବ୍ରିଜରେ ଲାଗି ରହିଥିବା ବେଳେ ଆଗ ଭାଗ ତଳେ ଥିବା ଦୋକାନରେ ଅଟକି ରହିଥିଲା ।  ଦୁର୍ଘଟଣାରେ ବ୍ରିଜର ଗଢ଼ୁଆଲ କଂକ୍ରିଟ ପିଲର ଭାଙ୍ଗିଯାଇଛି। ବିଦୁତ୍ ତାର ଛିଣ୍ଡି ପଡ଼ିଛି । ବିଳମ୍ବିତ ରାତିରେ ବସକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।  ହାଇଡ୍ର। ଓ କ୍ରେନ୍ ସହାଯ୍ୟରେ ଉଦ୍ଧାର ପାଇଁ ବ୍ୟବହାର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe