ଲଗାଣ ବର୍ଷାରେ ବେହାଲ ବାଲେଶ୍ବର,  ବଢ଼ୁଛି ନଦୀର ଜଳସ୍ତର, ଗାଁରେ ପଶିଲା ପାଣି

Advertisment

ଶହଶହ ହେକ୍ଟର ଚାଷ ଜମି ପ୍ରଭାବିତ । ଯାତୟାତ ସୃଷ୍ଟି ହୋଇଛି ସମସ୍ୟା ।

ଶହଶହ ହେକ୍ଟର ଚାଷ ଜମି ପ୍ରଭାବିତ । ଯାତୟାତ ସୃଷ୍ଟି ହୋଇଛି ସମସ୍ୟା ।

ଉବୁଟୁବୁ ବାଲେଶ୍ବର

ଉବୁଟୁବୁ ବାଲେଶ୍ବର Photograph: (KanakNews)

କନକ ବ୍ୟୁରୋ;  ଲଗାଣ ବର୍ଷାରେ ଜଳବନ୍ଦୀ ପୁରା ବାଲେଶ୍ବର । ପ୍ରବଳ ବର୍ଷା କାରଣରୁ ଜଳକା ନଦୀର ଜଳସ୍ତର ବଢ଼ି ବସ୍ତା ବ୍ଲକର ୧୦ ପଞ୍ଚାୟତ ପ୍ରଭାବିତ ହୋଇଛି। ଶହଶହ ହେକ୍ଟର ଚାଷଜମି ବନ୍ୟା ପାଣିରେ ବୁଡ଼ିଯାଇଛି । ଶେରଗଡ ଛକରେ ଥିବା ୧୫ରୁ ଅଧିକ ଦୋକାନରେ ବି ପାଣି ପଶିଯାଇଛି ।

ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ସେହିପରି ଲଗାଣ ବର୍ଷା କାରଣରୁ ଅଧା ସୋର ସହର ବୁଡ଼ିବାକୁ ବସିଲାଣି। ବିଭିନ୍ନ ୱାର୍ଡରେ ଲୋକଙ୍କ ଘରେ ପାଣି ପଶିବା ସହ ସହରର କେତେକ ଦୋକାନ ଘରେ ମଧ୍ୟ ପାଣି ପଶିଯାଇଥିବାର ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe