କନକ ବ୍ୟୁରୋ; ଲଗାଣ ବର୍ଷାରେ ଜଳବନ୍ଦୀ ପୁରା ବାଲେଶ୍ବର । ପ୍ରବଳ ବର୍ଷା କାରଣରୁ ଜଳକା ନଦୀର ଜଳସ୍ତର ବଢ଼ି ବସ୍ତା ବ୍ଲକର ୧୦ ପଞ୍ଚାୟତ ପ୍ରଭାବିତ ହୋଇଛି। ଶହଶହ ହେକ୍ଟର ଚାଷଜମି ବନ୍ୟା ପାଣିରେ ବୁଡ଼ିଯାଇଛି । ଶେରଗଡ ଛକରେ ଥିବା ୧୫ରୁ ଅଧିକ ଦୋକାନରେ ବି ପାଣି ପଶିଯାଇଛି ।
ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ସେହିପରି ଲଗାଣ ବର୍ଷା କାରଣରୁ ଅଧା ସୋର ସହର ବୁଡ଼ିବାକୁ ବସିଲାଣି। ବିଭିନ୍ନ ୱାର୍ଡରେ ଲୋକଙ୍କ ଘରେ ପାଣି ପଶିବା ସହ ସହରର କେତେକ ଦୋକାନ ଘରେ ମଧ୍ୟ ପାଣି ପଶିଯାଇଥିବାର ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/05/flood-2025-09-05-19-24-51.jpg)