କନକ ବ୍ୟୁରୋ : ଗହଣା ଦୋକାନର ସଟର ତାଡି ଲୁଟ୍ । ବାଲେଶ୍ବର ବସ୍ତା ଥାନା ଅମର୍ଦ୍ଦା ରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଛି । ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୧୦୦ ମିଟର ଦୂରରେ ଥିବା ଅମର୍ଦ୍ଦା ରୋଡ଼ ଫାଣ୍ଡି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିଚାଲିଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥି ଅଭିଯୋଗ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us