କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡ଼ିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ । ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ । ଗତକାଲି ଦିଲ୍ଲୀ ଏମ୍ସ ରେ ୩୦ ମିନିଟ ରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଏହାର ସମ୍ପୂର୍ଣ ଭିଡିଓ ରେକର୍ଡ କରାଯାଇଛି ।
ଗତକାଲି ତୃତୀୟ ଥର ବୟାନ ରେକର୍ଡ କରାଯାଇଥିଲା । ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର ପ୍ରଚାର ହୋଇସାରିଛି । ସେପଟେ, ପୀଡିତାଙ୍କ ଘର ସାମ୍ନା ରେ ରାତି ତମାମ ଜଗି ରହିଥିଲେ ସୁରକ୍ଷା କର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/29/17-2025-07-29-10-33-34.jpg)