କନକବ୍ୟୁରୋ : ପୁତୁରାକୁ ଦଳରୁ ବାହାର କରି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି ।ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ ଲକ୍ଷ୍ନୌରେ ଅନୁଷ୍ଠିତ ବିଏସପିର ଜାତୀୟ ସ୍ତରୀୟ ବୈଠକ ପରେ ମାୟାବତୀ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଦଳର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆକାଶ ଆନନ୍ଦଙ୍କୁ ତାଙ୍କର ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ଏହି ବିବୃତ୍ତିରେ କୁହାଯାଇଛି ଯେ, ଦଳ ନୁହେଁ ବରଂ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥ ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟୀ ।
ବହୁଜନ ସମାଜବାଦି ପାର୍ଟି ମୁଖ୍ୟ ମାୟାବତୀଙ୍କ ବଡ ପ୍ରତିକ୍ରିୟା : ଅଂହକାର, ଦାୟିତ୍ବହୀନ ଲୋକଙ୍କ ଦଳରେ ନାହିଁ, ସ୍ଥାନ
ପୁତୁରାକୁ ଦଳରୁ ବାହାର କରି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି ।ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି
/kanak/media/media_files/2025/03/03/o7MAB9ZVMMBAaE7ur3tv.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)