ଶୂନ୍ୟ ପଡ଼ିଛି ରଥ, ପୂର୍ଣ୍ଣ କରିବେ ଦିଅଁ

ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରି ଆସିବେ ଚତୁର୍ଦ୍ଧାମୂର୍ତ୍ତି । ଆଉ କିଛି ସମୟର ଅପେକ୍ଷା । ଠାକୁରଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

7-Rath Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe