/kanak/media/media_files/2025/07/05/r-1-2025-07-05-07-36-04.jpg)
1/5
ନବଦିନାତ୍ମକ ଯାତ୍ରା ପରେ ଆଜି ଶ୍ରୀମନ୍ଦିରକୁ ଫେରି ଆସିବେ ଶ୍ରୀବିଗ୍ରହ । ଚାଲିଛି ଗୋଟିଏ ପରେ ଗୋଟିଏ ନୀତି ।
/kanak/media/media_files/2025/07/05/r-2-2025-07-05-07-36-05.jpg)
2/5
ଶ୍ରୀବିଗ୍ରହଙ୍କ ଅପେକ୍ଷା କରିଛି ତିନି ରଥ । ସଜ ହୋଇ ରଥ ଉପରେ ବସିଛନ୍ତି ସାରଥି । ଝୁଲିଝୁଲି ଆସିବେ ଦାରୁଦିଅଁ ।
/kanak/media/media_files/2025/07/05/r-3-2025-07-05-07-36-05.jpg)
3/5
ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସିବେ ଦାରୁବ୍ରହ୍ମ । ଚାହୁଁ ଚାହୁଁ ବିତି ଯାଇଛି ୯ ଦିନ । ଆଜି ଜନ୍ମବେଦିରୁ ବାହାରି ଆସିବେ କଳା ଠାକୁର ।
Advertisment
/kanak/media/media_files/2025/07/05/r-4-2025-07-05-07-36-05.jpg)
4/5
ନନ୍ଦିଘୋଷ ସତେ ବ୍ୟାଗ୍ର ହୋଇ ଅପେକ୍ଷା କରିଛି ମହାପ୍ରଭୁଙ୍କୁ । ଆଜି ଠାକୁରଙ୍କୁ ଶ୍ରୀମନ୍ଦିର ଫେରାଇ ନେବ । ସେପଟେ ଅପେକ୍ଷାରେ ରହିଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ ।
/kanak/media/media_files/2025/07/05/r-5-2025-07-05-07-36-05.jpg)
5/5
ଆଉ କିଛି ସମୟର ଅପେକ୍ଷା । ଭକ୍ତଙ୍କ ଗହଣକୁ ଝୁଲିଝୁଲି ଆସିବେ ଶ୍ରୀବିଗ୍ରହ । ଆଜି ଭକ୍ତ ଓ ଭଗବାନଙ୍କ ମିଳନର ଦିନ ।