/kanak/media/media_files/2025/07/05/rr-1-2025-07-05-09-04-29.jpg)
1/5
ମେଘମାଳା ତଳେ ଛିଡ଼ା ହୋଇଛନ୍ତି ତିନି ରଥ । କେବଳ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆସିବାକୁ ଅପେକ୍ଷା । କେତେବେଳେ ଆସିବେ ପ୍ରଭୁ ?
/kanak/media/media_files/2025/07/05/rr-2-2025-07-05-09-04-29.jpg)
2/5
ଆଜି ମହାପ୍ରଭୁ ଫେରିବେ ବୋଲି ସୁସଜ୍ଜିତ ହୋଇଛି ରଥ । ପାର୍ଶ୍ୱ ଦେବାଦେବୀ ମଧ୍ୟ ବ୍ୟଗ୍ର ହୋଇ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛନ୍ତି ।
/kanak/media/media_files/2025/07/05/rr-3-2025-07-05-09-04-29.jpg)
3/5
ଆଜି ପୁଣି ଶ୍ରୀବିଗ୍ରହଙ୍କ ସେବା କରିବାର ସୁଯୋଗ ପାଇବେ ସାରଥି । ଏଥିପାଇଁ ବଡ଼ି ଭୋରୁ ପ୍ରସ୍ତୁତ ହୋଇଛନ୍ତି । ଯେକୌଣସି ସମୟରେ ବାହାରି ଆସିବେ କଳା ଗୋସାଇଁ ।
Advertisment
/kanak/media/media_files/2025/07/05/rr-4-2025-07-05-09-04-29.jpg)
4/5
ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ସମ୍ପନ୍ନ କରିବାକୁ ପୁଲିସ କର୍ମଚାରୀ ବି ପ୍ରସ୍ତୁତ ହୋଇ ରହିଛନ୍ତି । ଧୀରେଧୀରେ ଭକ୍ତଙ୍କ ଗହଳି ବଢ଼ିବ ।
/kanak/media/media_files/2025/07/05/rr-5-2025-07-05-09-04-29.jpg)
5/5
ଆଜି ଫେରିଯିବ ଗୁଣ୍ଡିଚାର ଗେହ୍ଲା ପୁଅ । ୯ ଦିନ ଧରି କେତେ ପରିପୂର୍ଣ୍ଣ ଲାଗୁଥିଲା ଏ ମନ୍ଦିର । ଏବେ ପୁଣି ଖାଲିଖାଲି ଲାଗିବ । ପୁଣି ଗୋଟିଏ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ।