କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗ : ନିଲମ୍ବିତ ହେଲେ ବଡ଼ଚଣା ଥାନା ଅଧିକାରୀ

କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ମଧୁସ୍ମିତା । ନିଲମ୍ବନ ଅବଧିରେ ଯାଜପୁର ଏସପିଙ୍କୁ ରିପୋର୍ଟ କରିବେ ମଧୁସ୍ମିତା ।

badchana

badchana Photograph: (KanakNews)

କନକ ବ୍ୟୁରୋ : ନିଲମ୍ବିତ ହେଲେ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା । କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ମଧୁସ୍ମିତା । ନିଲମ୍ବନ ଅବଧିରେ ଯାଜପୁର ଏସପିଙ୍କୁ ରିପୋର୍ଟ କରିବେ ମଧୁସ୍ମିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe