କନକ ବ୍ୟୁରୋ : ନିଲମ୍ବିତ ହେଲେ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା । କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ମଧୁସ୍ମିତା । ନିଲମ୍ବନ ଅବଧିରେ ଯାଜପୁର ଏସପିଙ୍କୁ ରିପୋର୍ଟ କରିବେ ମଧୁସ୍ମିତା ।
କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗ : ନିଲମ୍ବିତ ହେଲେ ବଡ଼ଚଣା ଥାନା ଅଧିକାରୀ
କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ମଧୁସ୍ମିତା । ନିଲମ୍ବନ ଅବଧିରେ ଯାଜପୁର ଏସପିଙ୍କୁ ରିପୋର୍ଟ କରିବେ ମଧୁସ୍ମିତା ।
/kanak/media/media_files/2025/09/13/badchana-2025-09-13-17-07-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)