ନ୍ୟୁଜ୍ videos କୂଅରେ ପଡି ହାତୀ ଛୁଆର ମୃତ୍ୟୁ, ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପଡ଼ିଥିଲା ହାତୀଟି Advertisment କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସଦର ରେଞ୍ଜ ଅଧୀନ କାଠ ବାଉଁଶୁଳି ଗାଁରେ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି । ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଏହି ଦୁର୍ଘଟଣା ଘଟିଥିଲା। February 27, 2026, 10:46 AM IST କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସଦର ରେଞ୍ଜ ଅଧୀନ କାଠ ବାଉଁଶୁଳି ଗାଁରେ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି । ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଏହି ଦୁର୍ଘଟଣା ଘଟିଥିଲା। 27 Feb 2026 10:46 IST Manini Pattanayak Follow Us Regional