ନ୍ୟୁଜ୍କୂଅରେ ପଡି ହାତୀ ଛୁଆର ମୃତ୍ୟୁ, ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପଡ଼ିଥିଲା ହାତୀଟିକେନ୍ଦୁଝର ଜିଲ୍ଲାର କେନ୍ଦୁଝର ସଦର ରେଞ୍ଜ ଅଧୀନ କାଠ ବାଉଁଶୁଳି ଗାଁରେ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି । ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଏହି ଦୁର୍ଘଟଣା ଘଟିଥିଲା। byManini PattanayakbyManini Pattanayak 27 Feb 2026 10:46 IST Link copied!Copy failed! RegionalbyManini PattanayakbyManini Pattanayak 27 Feb 2026 10:46 IST Link copied!Copy failed!Advertisment Join and get latest news updates delivered to you via social mediaFollow us:ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକAdvertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ