ସାମ୍ନାକୁ ଆସିଲା ବାବାଙ୍କ ରଙ୍ଗିଲା ରୂପ । ଡିଜେର ତାଳେ ତାଳେ ନାଚୁଥିଲେ, ଯୁବତୀଙ୍କ ସହ କରୁଥିଲେ ରୋମାନ୍ସ

Advertisment

ଢ଼େଙ୍କାନାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଂଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଯୁବତୀ ଜଣଙ୍କ ସ୍ବ ଇଛାରେ କେଉଁଆଡେ ଚାଲି ଯାଇଥିଲେ ନା ତାଙ୍କୁ କେହି ଅପହରଣ କରିଥିଲେ, ତାର ତଦନ୍ତ କରୁଛି ପୋଲିସ । ଯୁବତୀଙ୍କ ବୟାନକୁ ଆଧାର କରି ପୋଲିସ ପରବର୍ତି ପଦକ୍ଷେପ ନେବ ।

ò\\^\^Z\^

କନକ ବ୍ୟୁରୋ : ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନିଙ୍କୁ ଶନିବାର ଢ଼େଙ୍କାନାଳ ପୋଲିସ ଗିରଫ କରିବା ପରେ, ଖୋଲିବାରେ ଲାଗିଛି କଳା କାରନାମା । ବାବା ବେଶ ପଛରେ କେମିତି ତାଙ୍କ ଭିତରେ କେମିତି ପାପ ପ୍ରବୃତି ରହିଥିଲା ତାହା ଧିରେ ଧରି ସାମନାକୁ ଆସିବାରେ ଲାଗିଛି । ଜଣେ ଯୁବତୀଙ୍କ ସହ ବାବାଙ୍କର ଅନ୍ତରଂଗ ମୁହୁରର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏବେ ଡିଜେର ତାଳେ ତାଳେ ନାଚୁଥିବାର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ବାବାଙ୍କ ଏଭଳି କାରନାମାକୁ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । 

ଢ଼େଙ୍କାନାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଂଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଯୁବତୀ ଜଣଙ୍କ ସ୍ବ ଇଛାରେ କେଉଁଆଡେ ଚାଲି ଯାଇଥିଲେ ନା ତାଙ୍କୁ କେହି ଅପହରଣ କରିଥିଲେ, ତାର ତଦନ୍ତ କରୁଛି ପୋଲିସ । ଯୁବତୀଙ୍କ ବୟାନକୁ ଆଧାର କରି ପୋଲିସ ପରବର୍ତି ପଦକ୍ଷେପ ନେବ ।

ଜଣେ ବାବାଙ୍କର ଯୁବତୀଙ୍କ ସହ ଅନ୍ତରଙ୍ଗ ମୁରୂର୍ତ୍ତର ଫଟୋ ପଦାକୁ ଆସିବା ଓ ତାପରେ ଡିଜେ ଗୀତରେ ନାଚ କରିବା ଭିଡିଓ ଭାଇରାଲ୍ ହେବା ଲୋକଙ୍କ  ଧାର୍ମିକ ଭାବନା ଉପରେ ଗଭୀର କୁଠାରଘାତ କରିଛି।  ଜଣେ ବାବା ହୋଇ ଏପରି କର୍ଯ୍ୟେ କରିବା କେତେ ଦୂର ଗ୍ରହଣୀୟ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe