କନକବ୍ୟୁରୋ : ଗଞ୍ଜାମ ଧରାକୋଟ ଢ଼ଉଗାଁ ନିକଟରେ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୧୦ ଆହତ । ମୃତକ ହେଲେ ଲକ୍ଷ୍ମୀପୁର ଗାଁର ମାଲୁଣି ଦାସ। ଅଟୋରେ ୧୨ ଜଣରୁ ଅଧିକ ବସିଥିବା ସୂଚନା ମିଳିଛି । ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଅଟୋଟି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ କାହିଁକି ଅଟୋ ଚାଳକ ଆବଶ୍ୟକତାରୁ ଅଧିକ ଯାତ୍ରୀଙ୍କୁ ବସାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗଞ୍ଜାମ ଧରାକୋଟ ଢ଼ଉଗାଁରେ ଓଲଟିଲା ଅଟୋ : ଜଣେ ମୃତ, ୧୦ ଆହତ
ଗଞ୍ଜାମ ଧରାକୋଟ ଢ଼ଉଗାଁ ନିକଟରେ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ।
/kanak/media/media_files/2025/06/28/auto-accident-2025-06-28-09-35-38.jpg)