ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ ଡେବ୍ୟୁ ବ୍ୟାଟର ସାମ୍ କନଷ୍ଟାସ ସହ ବିରାଟ କେହାଲିଙ୍କ ଝଗଡା, ଉଭୟଙ୍କ ମଧ୍ୟରେ ଧକ୍କା ହେବା ସହ ଯୁକ୍ତିତର୍କ

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ଯାହା ବି ହେଲେ ବିବାଦ ଅଳ୍ପ ବହୁତ ଦେଖିବାକୁ ମିଳିବ । ଏଥର କିନ୍ତୁ ବିବାଦ ଯୋଗୁଁ ମ୍ୟାଚ ଫି ହରେଇଛନ୍ତି କିଙ୍ଗ କୋହଲୀ । ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ସମୟରେ ଯେତେବେଳେ କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ପାର୍ଶ୍ବ ପରିବର୍ତ୍ତନ କରୁଥିଲେ, କୋହଲି କନଷ୍ଟାସ୍‌ଙ୍କ ଆଡକୁ ଯାଇଥିଲେ। କୋହଲିଙ୍କ  କାନ୍ଧ କନଷ୍ଟାସ୍‌ଙ୍କ କାନ୍ଧରେ ବାଜିଥିଲା। ଆଉ ଏହି ଭିଡିଓ ଦେଖିଲେ ଆପଣଙ୍କୁ ଲାଗିବ ଯେ , କୋହଲୀ ଜାଣିଶୁଣୀ ଏପରି କରିଛନ୍ତି । ଏହି ଘଟଣା ପରେ କଙ୍ଗାରୁ ଓପନର୍ କନଷ୍ଟାସ୍ ଚା’ପାନ ବିରତି ସମୟରେ ଏହା ବିଷୟରେ କହିଥିଲେ।  କନଷ୍ଟାସ୍ କହିଥିଲେ, ମୁଁ ଏହି ଘଟଣାକୁ ପଡ଼ିଆ ଭିତରେ ରଖିବାକୁ ଚାହୁଁଛି। କିନ୍ତୁ ଭାରତୀୟ ଦଳ ବିରୋଧରେ କଡ଼ା ପ୍ରତିଯୋଗିତା ଦେବାରେ ତାଙ୍କର କୌଣସି ଆପତ୍ତି ନାହିଁ। ପଡ଼ିଆରେ ଯାହା ଘଟେ, ତାହା ପଡ଼ିଆରେ ରହିବା ଆବଶ୍ୟକ।

3654

1697 Photograph: (1587)

କନକ ବ୍ୟୁରୋ : ପୁଣି ଥରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ହରଡଘଣାରେ ପକାଇଛନ୍ତି ଭାରତୀୟ ଷ୍ଟାର ପେସର ଜସପ୍ରିତ ବୁମରାହ । ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବୁମରାହ ୩ୱିକେଟ ନେଇଥିଲେ ଏବଂ ଏହି ୱିକେଟ ଭିତରେ ଥିଲା ଭାରତ ପାଇଁ ସର୍ବଦା ମୁଣ୍ଡବିଦ୍ଧାର କାରଣ ପାଲଟିଥିବା ଟ୍ରାଭିସ ହେଡ । ହେଡଙ୍କୁ ରନ କରିବାର ମୌକା ଦେଇନଥିଲେ ବୁମରାହ,  କ୍ଲିନ ବୋଲ୍ଡ ହୋଇଥିଲେ ହେଡ । ତଥାପି ଖେଳ ଶେଷସୁଦ୍ଦା ଅଷ୍ଟ୍ରେଲିଆ ୩୦୦ ରନ ପାର କରିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଯାହା ବି ହେଲେ ବିବାଦ ଅଳ୍ପ ବହୁତ ଦେଖିବାକୁ ମିଳିବ । ଏଥର କିନ୍ତୁ ବିବାଦ ଯୋଗୁଁ ମ୍ୟାଚ ଫି ହରେଇଛନ୍ତି କିଙ୍ଗ କୋହଲୀ । ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ସମୟରେ ଯେତେବେଳେ କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ପାର୍ଶ୍ବ ପରିବର୍ତ୍ତନ କରୁଥିଲେ, କୋହଲି କନଷ୍ଟାସ୍‌ଙ୍କ ଆଡକୁ ଯାଇଥିଲେ। କୋହଲିଙ୍କ  କାନ୍ଧ କନଷ୍ଟାସ୍‌ଙ୍କ କାନ୍ଧରେ ବାଜିଥିଲା। ଆଉ ଏହି ଭିଡିଓ ଦେଖିଲେ ଆପଣଙ୍କୁ ଲାଗିବ ଯେ , କୋହଲୀ ଜାଣିଶୁଣୀ ଏପରି କରିଛନ୍ତି । ଏହି ଘଟଣା ପରେ କଙ୍ଗାରୁ ଓପନର୍ କନଷ୍ଟାସ୍ ଚା’ପାନ ବିରତି ସମୟରେ ଏହା ବିଷୟରେ କହିଥିଲେ।  କନଷ୍ଟାସ୍ କହିଥିଲେ, ମୁଁ ଏହି ଘଟଣାକୁ ପଡ଼ିଆ ଭିତରେ ରଖିବାକୁ ଚାହୁଁଛି। କିନ୍ତୁ ଭାରତୀୟ ଦଳ ବିରୋଧରେ କଡ଼ା ପ୍ରତିଯୋଗିତା ଦେବାରେ ତାଙ୍କର କୌଣସି ଆପତ୍ତି ନାହିଁ। ପଡ଼ିଆରେ ଯାହା ଘଟେ, ତାହା ପଡ଼ିଆରେ ରହିବା ଆବଶ୍ୟକ। ମୁଁ ପ୍ରତିଯୋଗିତାକୁ ଭଲ ପାଏ ଏବଂ ପ୍ୟାକ୍ ହୋଇଥିବା ଷ୍ଟାଡିୟମ୍ ଅପେକ୍ଷା ଡେବ୍ୟୁ କରିବାକୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ। ଏହି ଘଟଣା ପରେ ଆଇସିସି କୋହଲିଙ୍କ ମ୍ୟାଚ୍ ଫି’ ର ୨୦ ପ୍ରତିଶତ କାଟିଛି ଏବଂ ତାଙ୍କୁ ସ୍ତର ୧ ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରଥମ ଦିନର ଖେଳ ଶେଷ ହେବା ପରେ ବିରାଟ ମଧ୍ୟ ନିଜର ଭୁଲକୁ ସ୍ୱୀକାର କରିଛନ୍ତି।
 ଭାରତ କାଲି ଯେତେ ଜଲଦି କଙ୍ଗାରୁ ଦଳକୁ ଅଲ-ଆଉଟ କରିବାକୁ ଚେଷ୍ଟା କରିବ , ସେପେଟ ଭାରତ ବ୍ୟାଟିଂରେ ନଜର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିବ ,କାରଣ ଏ ସିରିଜ ରେ ପ୍ଲଫ ରହିଛନ୍ତି ହିଟ-ମ୍ୟାନ । ମ୍ୟାଚରେ କଙ୍ଗାରୁ ଦଳକୁ ଚ୍ୟାଲେଂଜ ଦେବାକୁ ହେଲେ ଟପ-ଅର୍ଡର ବ୍ୟାଟର ମାନଙ୍କୁ ରନ ବାହାର କରିବାକୁ ପଡିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe