ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ, ୨୬ ବର୍ଷ ଧରି ରହୁଥିବା ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ ଦୃର୍ବୁତ୍ତ

ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ଏହି ମହିଳା ନୂଆ କରି ବୁଲିବାକୁ ଆୟର୍ଲାଣ୍ଡ ଯାଇନାହାଁନ୍ତି କି ସେଠି କୌଣସି ଚାକିରି କିମ୍ବା ବ୍ୟବସାୟ ପାଇଁ ଯାଇନଥିଲେ । ବଂର ବିଗତ ୨୬ବର୍ଷ ଡବଲିନର କେରି ସହରରେ ରହିଆସୁଛନ୍ତି ।

49

କନକ ବ୍ୟୁରୋ : ଆୟର୍ଲାଣ୍ଡରେ ପୁଣି ଭାରତୀୟଙ୍କୁ ଆକ୍ରମଣ । ମହିଳାଙ୍କୁଠାରୁ ଲୁଟପାଟ କରିବା ସହ ତାଙ୍କୁ ମରଣାତକ ଆକ୍ରମଣ କରିଛନ୍ତି ଦୃବୁର୍ତ୍ତ । ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ଏହି ମହିଳା ନୂଆ କରି ବୁଲିବାକୁ ଆୟର୍ଲାଣ୍ଡ ଯାଇନାହାଁନ୍ତି କି ସେଠି କୌଣସି ଚାକିରି କିମ୍ବା ବ୍ୟବସାୟ ପାଇଁ ଯାଇନଥିଲେ । ବଂର ବିଗତ ୨୬ବର୍ଷ ଡବଲିନର କେରି ସହରରେ ରହିଆସୁଛନ୍ତି । ଦୁଇ ଦଶନ୍ଧି ଭିତରେ କେବେ ବି ଏଭଳି ଆକ୍ରମଣ ଶିକାର ହୋଇନଥିବା ସୋନାଲି ବର୍ତ୍ତମାନ ନିଜ ଉପରେ ଘଟିଥିବା ଆକ୍ରମଣକୁ ନେଇ ଯେତିକି ଭୟଭୀତ ଅଛନ୍ତି ସେତିକି ପ୍ରଶ୍ନ ମଧ୍ୟ ଛିଡା ହୋଇଛି  । କାହିଁକି ତାଙ୍କ ସହ ଏମିତି ହେଲା ? କାହିଁକି ସେ ୨୬ବର୍ଷ ପରେ ନିଜକୁ ସେଠାରେ ଅସୁରିକ୍ଷିତ ମଣୁଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି । ନଜର ପକାଇବା ଗତ କିଛି ଦିନର ଘଟଣା ଉପରେ ତେବେ ଆୟର୍ଲାଣ୍ଡରେ ଭାରତୀୟଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe