ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ: କନକ ନ୍ୟୁଜ ହାତରେ ସିସିଟିଭି ଫୁଟେଜ

Advertisment

କେମିତି ହୋଇଥିଲା ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ । ଗତ ଶୁକ୍ରବାର ଆନନ୍ଦ ବଜାରରେ ସେବାୟତଙ୍କୁ ଜଣେ ଅଣସେବାୟତ ଆକ୍ରମଣ କରିଥିଲେ ।

କେମିତି ହୋଇଥିଲା ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ । ଗତ ଶୁକ୍ରବାର ଆନନ୍ଦ ବଜାରରେ ସେବାୟତଙ୍କୁ ଜଣେ ଅଣସେବାୟତ ଆକ୍ରମଣ କରିଥିଲେ ।

puri 1 2

କନକବ୍ୟୁରୋ: କେମିତି ହୋଇଥିଲା ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ । ଗତ ଶୁକ୍ରବାର ଆନନ୍ଦ ବଜାରରେ ସେବାୟତଙ୍କୁ ଜଣେ ଅଣସେବାୟତ ଆକ୍ରମଣ କରିଥିଲେ । ଆନନ୍ଦ ବଜାରରେ ରାବିଡ଼ି ବିକ୍ରିକୁ ନେଇ ହୋଇଥିଲା ଆକ୍ରମଣ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ପନ୍ତି ବଡ଼ୁ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ଶ୍ରୀମନ୍ଦିର ପ୍ରବେଶ ଉପରେ ବାରଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe